29.1 C
Bhubaneswar
Monday, March 23, 2026
Homeଓଡିଶାମାଙ୍କଡ ଆକ୍ରମଣରେ ମହିଳା ମୃତ

ମାଙ୍କଡ ଆକ୍ରମଣରେ ମହିଳା ମୃତ

ପୁରୀ: ମାଙ୍କଡ ଆକ୍ରମଣରେ ମହିଳା ମୃତ । ଆଠଗଡ ଥାନା ଅନ୍ତର୍ଗତ ରାଜନଗର ଗ୍ରାମରେ ମାଙ୍କଡ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ମହିଳା ଜଣଙ୍କ ହେଉଛନ୍ତି, ରାଜନଗର ଗ୍ରାମର ସୁଲୋଚନା ସାହୁ । ସେ ଛାତ ଉପରରୁ ଯାଇଥିବା ବେଳେ ତାଙ୍କୁ ଏକ ମାଙ୍କଡ ଆକ୍ରମଣ କରିଥିଲା । ଫଳରେ ସେ ଛାତ ଉପରୁ ତଳକୁ ଖସି ପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଆଠଗଡ ସଦର ରେଞ୍ଜରେ ଏବେ ମାଙ୍କଡ ଉତ୍ପାତ ପାଉଥିବା ବେଳେ ଗତ କିଛି ଦିନ ଭିତରେ ଉକ୍ତ ମାଙ୍କଡ ଆକ୍ରମଣରେ ୬ରୁ ୭ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ଆକ୍ରମଣ କରୁଥିବା ଏହି ମାଙ୍କଡକୁ ତୁରନ୍ତ କାବୁ କରିବା ପାଇଁ ସାଧାରଣରେ ଦାବି ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking