28.1 C
Bhubaneswar
Sunday, March 29, 2026
Homeଓଡିଶାବାରହା ଆକ୍ରମଣରେ ମହିଳା ମୃତ

ବାରହା ଆକ୍ରମଣରେ ମହିଳା ମୃତ

ଗଞ୍ଜାମ: ବାରହା ଆକ୍ରମଣରେ ପ୍ରାଣ ହରାଇଲେ ମହିଳା । ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଡୁଙ୍ଗୁରୀ ଗାଁର ମହିଳା  ବାରହା ଆକ୍ରମଣରେ  ମୃତ । ଚାଷଜମିକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଥିଲେ ମହିଳା । ଏନେଇ ମୃତକଙ୍କ ପରିବାର ଲୋକେ  ଶୋକ ପ୍ରକାଶ କରିଛନ୍ତି । ଅନ୍ୟପଟେ  ବାରହା ଆତଙ୍କକୁ ନେଇ ଗ୍ରାମବାସୀଙ୍କ ମନରେ ଭୟର ଆତଙ୍କ ଖେଳିଯାଇଛି । ସମସ୍ତେ ଅସୁରକ୍ଷିତ ମନେ କରିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking