32.1 C
Bhubaneswar
Saturday, September 28, 2024
Homeଓଡିଶାସର୍ପାଘାତରେ ମହିଳା ମୃତ

ସର୍ପାଘାତରେ ମହିଳା ମୃତ

ଯାଜପୁର : ସର୍ପାଘାତରେ ମହିଳା ମୃତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ଓଳେଇ ଚନ୍ଦନପୁର ପଞ୍ଚାୟତ କଣଛନ୍ଦା ଗାଁରେ ବିଷଧର ସାପ ନାମୁଡ଼ାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜକିଶୋର ବେହେରାଙ୍କ ପତ୍ନୀ ମିନା ବେହେରା । ସେ ଘରେ ଶୋଇଥିବା ବେଳେ ସାପ କାମୁଡ଼ିଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାକୁ ନେଇଥିଲେ । ହେଲେ ଡାକ୍ତର ସେଠାରେ ମିନାଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ବିଞ୍ଝାରପୁର ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking