31.1 C
Bhubaneswar
Wednesday, March 25, 2026
Homeଓଡିଶାଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ

ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ

ଜଗତସିଂହପୁର: ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ ଚାଲିଗଲା ମହିଳାଙ୍କ ଜୀବନ।ଗୁରୁତର ମହିଳାଙ୍କୁ  କଟକ ସ୍ଥାନାନ୍ତରିତ  କରାଯାଉଥିବା  ସମୟରେ  ଅଧାବାଟରେ  ଅକ୍ସିଜେନର ଆବଶ୍ୟକତା ପଡିଥିଲା ।  କିନ୍ତୁ ଆମ୍ବୁଲାନ୍ସରେ ଅକ୍ସିଜେନ ନଥିବାରୁ  ରୋଗୀଙ୍କ ମୃତ୍ୟୁ ହୋଇଛି ।  ପରେ ଉତ୍ୟକ୍ତ ଲୋକେ ଆମ୍ବୁଲାନ୍ସକୁ ଭଙ୍ଗାରୁଜା କରିଥିଲେ ।  ବର୍ତ୍ତମାନ  ଆମ୍ବୁଲାନ୍ସକୁ ଜଗତସିଂହପୁର ଥାନାରେ ଅଟକ ରଖାଯାଇଛି ।  ଘଟଣାସ୍ଥଳରେ ଡ୍ରାଇଭର ଫେରାର ହୋଇଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking