21.1 C
Bhubaneswar
Saturday, February 7, 2026
Homeଓଡିଶାକାନ୍ଥ ଭୁଶୁଡି ମହିଳା ମୃତ

କାନ୍ଥ ଭୁଶୁଡି ମହିଳା ମୃତ

ରାଇରଙ୍ଗପୁର: ରାଇରଙ୍ଗପୁରରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଘର କାନ୍ଥ ଭୁଶୁଡି ମହିଳାଙ୍କ ମୃତ୍ୟୁ ଘଟିଛି । ମୟୁରଭଞ୍ଜ ଜିଲ୍ଲାର ଜାମଦା ବ୍ଲକ ପାଶନା ଗାଁରେ ଘଟିଛି ଏହି ଅଘଟଣ । ଘର କାମ କରୁଥିବା ବେଳେ ଭୁଶୁଡିଲା କାନ୍ଥ । କାନ୍ଥ ଭୁଶୁଡି ମହିଳା ଜଣଙ୍କ ଉପରେ ପଡିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଏହି ଦୁଃଖଦ ଘଟଣା ପରେ ଅଞ୍ଚଳରେ ଶୋକର ଛାୟା ଖୋଳିଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking