16.1 C
Bhubaneswar
Sunday, December 7, 2025
Homeଓଡିଶାନିଆଁରେ ପୋଡ଼ି ଗୁରୁତର ମହିଳାଙ୍କ ମୃତ୍ୟୁ

ନିଆଁରେ ପୋଡ଼ି ଗୁରୁତର ମହିଳାଙ୍କ ମୃତ୍ୟୁ

କଟକ: ଜୀବନ ମୃତ୍ୟୁ ସଂଘର୍ଷରେ ହାରିଗଲେ ମହିଳା । ନିଜକୁ ବଞ୍ଚାଇପାରିଲେନି ତିଳତମା । ଦୁଇଦିନ ତଳେ କିରୋସିନ୍ ଢାଳି ଆତ୍ମହୁତି ଉଦ୍ୟମ କରିଥିବା ତିଳତମାଙ୍କର କଟକ ଏସସିବିରେ ଦେହାନ୍ତ ହୋଇଛି । ତାଙ୍କ ଘର ସାଲେପୁର ସିଢ଼ୋ ପଞ୍ଚାୟତ କଙ୍କରାଇଲୋ ଗାଁରେ । ନିଆଁରେ ପୋଡ଼ି ହୋଇ ମହିଳା ଜଣଙ୍କ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ କଟକ ଏସସିବିରେ ଚିକିତ୍ସା କରାଯାଉଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ପାରିବାରିକ କଳହରୁ ମଙ୍ଗଳବାର ମହିଳା ଜଣଙ୍କ ନିଜ ଦେହରେ କିରୋସିନ୍ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking