25.1 C
Bhubaneswar
Wednesday, October 30, 2024
Homeଓଡିଶାଭୁବନେଶ୍ୱରମୋମୋଜ ଖାଇ ମହିଳା ମୃତ : ୨୦ରୁ ଉର୍ଦ୍ଧ୍ଵ ଅସୁସ୍ଥ

ମୋମୋଜ ଖାଇ ମହିଳା ମୃତ : ୨୦ରୁ ଉର୍ଦ୍ଧ୍ଵ ଅସୁସ୍ଥ

ବ୍ୟୁରୋ : ମୋମୋଜ  ଖାଇ  ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ  ୨୦ ରୁ ଅଧିକ ଲୋକେ ଅସୁସ୍ଥ ଅଛନ୍ତି । ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଘଟଣା ହାଇଦ୍ରାବାଦରେ ଘଟିଛି ।  ଏକ ରାସ୍ତା କଡରେ ଥିବା ମୋମୋଜ ଦୋକାନରୁ  ଖାଇବା ପରେ ଏଭଳି ପରିସ୍ଥିତି ଉପୁଜିଛି । ପୁଲିସ ସୂଚନା ମୁତାବକ ,  ୩୧ ବର୍ଷୀୟ ମହିଳା  ରେଶମା ବେଗମଙ୍କ  ମୃତ୍ୟୁ ହୋଇଛି । ଏଥିସହ ତାଙ୍କର  ଦୁଇ ନାବାଳିକା ଝିଅ ଗୁରୁତର  ଅସୁସ୍ଥ ଅଛନ୍ତି । ଫୁଡ ପଏଜନ ହୋଇ ଲୋକେ ଅସୁସ୍ଥ ହୋଇଥିବା କୁହାଯାଉଛି ।  ଅସୁସ୍ଥ ଲୋକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ  ସେଠାରେ ରେଶମାଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking