25.1 C
Bhubaneswar
Monday, December 22, 2025
Homeଓଡିଶାଘରୋଇ କଳହରୁ ଆତ୍ମହତ୍ୟା କଲେ ମହିଳା

ଘରୋଇ କଳହରୁ ଆତ୍ମହତ୍ୟା କଲେ ମହିଳା

ନୂଆଦିଲ୍ଲୀ: ଘରୋଇ କଳହକୁ ନେଇ ଆତ୍ମହତ୍ୟା କଲେ ମହିଳା । ମୃତକ ହେଲେ ଶିବାନୀ ଶର୍ମା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।  ଘଟଣାସ୍ଥଳରୁ ଶିବାନୀଙ୍କ ଶାଶୁ ଶ୍ୱଶୁର ଫେରାର ଅଛନ୍ତି । ଅନ୍ୟପଟେ ଝିଅର ବାପା ମା ମଧ୍ୟ ପହଞ୍ଚି ପୋଲିସକୁ କହିଛନ୍ତି, ଶିବାନୀ ଚାରି ବର୍ଷ ପୂର୍ବେ ସୋନୁଙ୍କ ସହିତ ବିବାହ କରିଥିଲେ । ଶିବାନୀ ଏବଂ ସୋନୁଙ୍କ ସବୁବେଳେ ବିବାଦ ଲାଗି ରହୁଥିଲା । ସବୁବେଳେ କଷ୍ଟ ସହି ଆସୁଥିଲେ । ଏବେ ତାଙ୍କ କୋଠରୀରେ ଫାଶୀରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା  ଏନେଇ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking