22.1 C
Bhubaneswar
Friday, February 6, 2026
Homeଦେଶ ବିଦେଶହ୍ରଦରେ ଡେଇଁ ଆତ୍ମହତ୍ୟା କଲେ ମହିଳା

ହ୍ରଦରେ ଡେଇଁ ଆତ୍ମହତ୍ୟା କଲେ ମହିଳା

ହାଇଦ୍ରାବାଦ: ହାଇଦ୍ରାବାଦରୁ ସାମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା। ହୁସେନ ସାଗର ହ୍ରଦରେ ଡେଇଁ ଆତ୍ମହତ୍ୟା କଲେ ମହିଳା। ସୂଚନା ଅନୁସାରେ ଜଣେ ୨୮ ବର୍ଷୀୟା ମହିଳା ତାଙ୍କ ଦୁଇ ବର୍ଷର ଝିଅ ସହିତ ନଭେମ୍ବର ୩ ତାରିଖରେ ହୁସେନ ସାଗର ହ୍ରଦରେ ଡେଇଁ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ମଙ୍ଗଳବାର ଦିନ ଶିଶୁଟିର ମୃତଦେହ ମିଳିଥିବା ବେଳେ ଆଜି ମାଆର ମୃତଦେହ ଉଦ୍ଧାର କରାଯାଇଛି। ପୋଲିସ ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତକଙ୍କ ନାମ କୀର୍ତ୍ତିକା ଅଗ୍ରୱାଲ (୨୮) ବୋଲି ଜଣାପଡିଛି, ସେ ଜଣେ ଚାଟାର୍ଡ ​​ଆକାଉଣ୍ଟାଣ୍ଟ ଥିଲେ। ପୋଲିସର କହିବା ଅନୁଯାୟୀ, ଏହି ଘଟଣାଟି ଚାଲିଥିବା ବୈବାହିକ ବିବାଦ ସହିତ ଜଡିତ ବୋଲି ଅନୁମାନ କରାଯାଉଛି। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking