ଜଟଣୀ: ଜଟଣୀରୁ ସମ୍ନାକୁ ଆସିଛି ଏକ ହୃଦୟବିଦାରକ ଘଟଣା । ଦୀପ ନିଆଁରେ ଜଳି ମହିଳା ଜୀବନ୍ତ ଦଗ୍ଧ । ଏହି ଦୁଃଖଦ ଘଟଣା ରଥିପୁର ଗାଁରେ ଘରେ ଠାକୁର ପୂଜା ବେଳେ ଘଟିଥିବା ନେଇ ସୂଚନା ମିଳିଛି । ଘଟଣା ପରେ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଦଗ୍ଧ ମହିଳାଙ୍କୁ ମୃତ ଘøାଷଣା କଲେ ଡାକ୍ତର । ଘଟଣା ପରେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।










