25.1 C
Bhubaneswar
Thursday, March 19, 2026
Homeଓଡିଶାଜିଅନ୍ତା ଜଳିଗଲେ ମହିଳା

ଜିଅନ୍ତା ଜଳିଗଲେ ମହିଳା

 ପପିଲି: ଜିଅନ୍ତା ଜଳିଗଲେ ମହିଳା । ପପିଲି ବଳଙ୍ଗା ଥାନା  କେତକୀପାଟଣା ପଞ୍ଚାୟତ ଦୁବପାଟଣା ଗାଁରେ ନିଆଁରେ ଜଳି ମହିଳାଙ୍କ ମୃତ୍ୟୁ  । କିରୋସିନି ନିଆଁରେ ପୋଡି ହୋଇ ମହିଳା ଜଣକ ଜୀବନ ହାରିଥିବା କୁହାଯାଉଛି । ସୂଚନା ପାଇ ପିପିଲି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରି ପାରିପାର୍ଶ୍ଵିକ ସ୍ଥିତିରୁ ନିଜେ ପୋଡି ହୋଇ ମରିଥିବା କହିଛନ୍ତି । ତେବେ ମହିଳା ଜଣଙ୍କ କେଉଁ କାରଣରୁ ନିଜେ ଜାଳି ହୋଇ ମରିଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପାରିବାରିକ ଚାପ, ନା ଅନ୍ୟ କୌଣସି କାରଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । ପୂର୍ବରୁ ପିପିଲି ବଳଙ୍ଗାରେ ନିଆଁ ଲାଗି ଗୋଟିଏ ଝିଅର ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ରହିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking