23.1 C
Bhubaneswar
Monday, December 22, 2025
Homeଓଡିଶାନିଜ ବାପା ସହ ମିଶି ସ୍ୱାମୀଙ୍କୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ

ନିଜ ବାପା ସହ ମିଶି ସ୍ୱାମୀଙ୍କୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ

କବିସୂର୍ଯ୍ୟନଗର: ନିଜ ବାପା ସହ ମିଶି ସ୍ୱାମୀଙ୍କୁ ଛୁରୀ ଭୁସି ହତ୍ୟା କଲେ ସ୍ତ୍ରୀ । ପାରିବାରିକ ଅଶାନ୍ତି, ପରାକୀୟା ପ୍ରୀତି ପାଇଁ ହତ୍ୟା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକେ । ପ୍ରେମ କରି ୧୫ ବର୍ଷ ତଳେ ବିବାହ କରିଥିଲେ ମୃତକ । ଗଞ୍ଜାମ ଜିଲ୍ଲାରେ ଜଣେ ମହିଳା ଏବଂ ତାଙ୍କ ବାପାଙ୍କ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ପୂର୍ବ ପାରିବାରିକ ସମସ୍ୟା ଯୋଗୁଁ ସ୍ତ୍ରୀ ଏବଂ ତାଙ୍କ ବାପା ମିଶି ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ଘଟଣାଟି କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଘଟିଥିବା ଅଭିଯୋଗ ହୋଇଛି । ମୃତ ବ୍ୟକ୍ତିଙ୍କ ନାମ କାଳୁଚରଣ ସେଠୀ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking