14.1 C
Bhubaneswar
Monday, January 12, 2026
Homeଓଡିଶାଶୀତ ଲହରୀ: କାଲି ୫ ଜିଲ୍ଲାକୁ ୱାଣ୍ଣିଂ

ଶୀତ ଲହରୀ: କାଲି ୫ ଜିଲ୍ଲାକୁ ୱାଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରଭାବ ଲାଗି ରହିଛି । ଜାଡରେ ଥରୁଛି ଓଡିଶା । ଆସନ୍ତା ୧୧ ଯାଏଁ ଶୀତଲହରୀ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ୫ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡା, ସୁନ୍ଦରଗଡ, କଟକ, ଖୋର୍ଦ୍ଧା ଓ ଅନୁଗୁଳ । ୧୧ ତାରିଖ ପାଇଁ ୧୪ ଜିଲ୍ଲାକୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ , ଢେଙ୍କାନାଳରୁ ୟେଲ୍ଲୋ ୱାଣ୍ଣିଂ ଜାରି କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking