21.1 C
Bhubaneswar
Thursday, December 18, 2025
Homeଓଡିଶାଶୀତ ଲହରୀ: ଦାମନଯୋଡିରେ ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରୀ ରେକର୍ଡ

ଶୀତ ଲହରୀ: ଦାମନଯୋଡିରେ ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରୀ ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ଶୀତ ସାଙ୍ଗକୁ ଘନ କୁହୁଡି । ଅସ୍ତବ୍ୟସ୍ତ କରାଉଛି ଜନଜାତିଙ୍କ ଜୀବନ । କୋରାପୁଟ ଦାମନଯୋଡିରେ ସର୍ବନିମ୍ନ ତାପମାତ୍ରା ୨.୯ ଡିଗ୍ରୀ ରହିଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ସବୁଠୁ କମ ତାପମାତ୍ରା ରେକର୍ଡ ହୋଇଛି । ରାଜ୍ୟରେ ୧୦ ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆଗାମୀ ସପ୍ତାହ ଯାଏଁ ଶୀତର ପ୍ରଭାବ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ଶୀତୁଆ ସକାଳରେ କୁହୁଡିର ଆସ୍ତରଣ ଦେହହାତକୁ କାଲୁଆ କରିଦେଉଥିବା ବେଳେ ଲୋକେ ମାନେ ଚାହା ପି ଦେହକୁ ସତେଜ ରଖୁଛନ୍ତି । କୁହୁଡି ଏଭଳି ଯେ, ଦଶ ମିଟର ବାଟରୁ ଦେଖିବା କଷ୍ଟ ହୋଇପଡୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking