30.6 C
Bhubaneswar
Friday, May 16, 2025
Homeଓଡିଶାକାଲିଠୁ ବଢିବ ପବନର ବେଗ

କାଲିଠୁ ବଢିବ ପବନର ବେଗ

ଭୁବେନେଶ୍ୱର: ୨୪ ଓ ୨୫ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ପବନର ବେଗ ବଢିବ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୧୦ ରହିବ। ଜଗତସିଂହପୁର ଓ ଭଦ୍ରକରେ ୧୧୦ କିମି ବେଗରେ ପବନ ରହିବ। ବାଲେଶ୍ୱର ଓ କେନ୍ଦୁଝରରେ ୧୧୦ କିମି ବେଗର ପବନ ରହିବ । ମୟୁରଭଞ୍ଜରେ ୮୦ ରୁ ୯୦ କିମି ପବନର ବେଗ । ପୁରୀ ଓ କଟକରେ ୬୦ ରୁ ୭୦ କିମି ବେଗରେ ପବନର ସମ୍ଭାବନା । ଯାଜପୁର , ଖୋର୍ଦ୍ଧା , ଭୁବନେଶ୍ୱର ରେ ୬୦ ରୁ ୭୦ ବେଗରେ ପବନର ସମ୍ଭାବନା । ସେହିପରି ଢେଙ୍କାନାଳ ଓ କେନ୍ଦୁଝର ରେ ୬୦ ରୁ ୭୦ ବେଗରେ ପବନର ସମ୍ଭାବନା ରହିଛି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking