32.1 C
Bhubaneswar
Sunday, March 29, 2026
Homeଓଡିଶାସିବିଆଇ ତଦନ୍ତ ପାଇଁ ଲେଖିବି ଚିଠି :  ଦୀପାଳି

ସିବିଆଇ ତଦନ୍ତ ପାଇଁ ଲେଖିବି ଚିଠି :  ଦୀପାଳି

ଝାରସୁଗୁଡା  : ବହୁ ଚର୍ଚ୍ଚିତ ନବଦାସ ହତ୍ୟା ମାମଲାର ଆଜକୁ ପୁରିଛି ଦୁଇ ବର୍ଷ ।  ହେଲେ ଦୁଇ ବର୍ଷ ପରେ ବି ରହସ୍ୟରେ ରହିଛି ହତ୍ୟାକାଣ୍ଡର କାରଣ। କାହିଁକି ପୂର୍ବତନ ମନ୍ତ୍ରୀଙ୍କୁ ହତ୍ୟା କରିଥିଲା ଗୋପାଳ, ଏବେ ବି ହୋଇନି ସ୍ପଷ୍ଟ। କ୍ରାଇମ୍‌ବ୍ରାଞ୍ଚ ତଦନ୍ତରେ ଅନେକ ତ୍ରୁଟି ସାମ୍ନାକୁ ଆସିଛି। ସେପଟେ ସିବିଆଇ ତଦନ୍ତ ପାଇଁ ଦାବି ବି କେବଳ ଦାବିରେ ରହିଛି। ଦୀପାଳି ଦାସ ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ କହିଛନ୍ତି, ସେପଟେ ସରକାର ଲିଖିତ ଭାବେ ଆବେଦନ କରିବାକୁ କହୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking