27.1 C
Bhubaneswar
Monday, July 28, 2025
Homeଓଡିଶାବନ୍ୟା ଅଞ୍ଚଳରେ କାମ କରିବୁ: ଓଏଏସ

ବନ୍ୟା ଅଞ୍ଚଳରେ କାମ କରିବୁ: ଓଏଏସ

ଭୁବନେଶ୍ୱର: ଓଏଏସ ଅଧିକାରୀଙ୍କ ଆନ୍ଦୋଳନ ନେଇ ସଂଘ ପ୍ରତିକ୍ରିୟା ରଖିଛି । କହିଛି, ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛୁ । ଆନ୍ଦୋଳନ ଜାରି ରଖି ବନ୍ୟା ଅଞ୍ଚଳରେ କାମ କରିବୁ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି, ନିଶ୍ଚିତ ଆକ୍ସନ ନେବେ । ଏହା ସହିତ ଆହୁରି କହିଛନ୍ତି, ମାସମାସ ଧରି ତଦନ୍ତ ଚାଲିଲେ ହେବନି । ୩ ଦିନ ଭିତରେ ତଦନ୍ତ ସରିବା ଦରକାର । ସରକାର ଆକ୍ସନ ନେବା ଦରକାର । ସୂଚନା ଥାଉକି, ସୋମବାର ଦିନ ବିଏମସି ଅଫିସରେ ପଶି ଅତିରିକ୍ତ କମିଶନରଙ୍କୁ ଘୋଷାଡି ଆଣି ମାଡ ମାରିଥିଲେ ୫ରୁ ୬ ଜଣ ବ୍ୟକ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking