36.1 C
Bhubaneswar
Thursday, March 5, 2026
Homeଓଡିଶା୨୦୦୨ ପରି ଜିତିବି: ଦିଲ୍ଲୀପ

୨୦୦୨ ପରି ଜିତିବି: ଦିଲ୍ଲୀପ

ଭୁବନେଶ୍ୱର: ନାମାଙ୍କନ ପରେ ଜିତିବା ନେଇ ଦୃଢୋକ୍ତି ପ୍ରକାଶ କଲେ ଦିଲ୍ଲୀପ ରାୟ । ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ , ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ ରହିଛି । ବିଜେପି ନାମାଙ୍କନ ଭରିବା ପାଇଁ ପୂରା ସମର୍ଥନ ଯୋଗାଇ ଦେଇଛି । ଆସନ୍ତା କାଲିଠୁ ପ୍ରଚାର । ୨୦୦୨ ପରି ଜିତାପଟ ହାସଲ କରିବି । କଂଗ୍ରସ- ବିଜେଡି ହାତ ମିଶାଇବା ପ୍ରଶ୍ନରେ ପ୍ରତିକ୍ରିୟା ରଖି କହିଛନ୍ତି, ଆମେ ବି ହାତ ମିଶାଇ ଦେବୁ କହି ବିଚକ୍ଷଣ ମନ୍ତବ୍ୟ ରଖିଛନ୍ତି । ଆଜି ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରିଛନ୍ତି ଦିଲ୍ଲୀପ ରାୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking