21.1 C
Bhubaneswar
Monday, December 8, 2025
Homeଦେଶ ବିଦେଶମନମୋହନ ସରକାର ପରି ଚୁପ ରହିବୁନି: ଶାହ

ମନମୋହନ ସରକାର ପରି ଚୁପ ରହିବୁନି: ଶାହ

ନୂଆଦିଲ୍ଲୀ: ଲୋକସଭାରେ ଅପରେସନ ସିନ୍ଦୂର ବିତର୍କରେ ପୂର୍ୱ କଂଗ୍ରେସ ସରକାରକୁ ଧୋଇଲେ ଶାହ । କହିଲେ ଏହା ମନମୋହନ ସିଂ ସରକାର ନୁହେଁ ଯେ ଚୁପ ହୋଇ ବସିବେ ।  ଆମ ଉପରେ ଆକ୍ରମଣ ହେଲା ବେଳେ କେବଳ ସମୀକ୍ଷା କରି ସାରିଦେବେ । ମୋଦି ସରକାରରେ ଏହା ସମ୍ଭବ ନୁହେଁ, ଆମେ ଏହାର କଡା ଜବାବ ଦେଇଛୁ ।  ପାକିସ୍ତାନର ୮ଟି ଏୟାରବେସକୁ ଧ୍ୱଂସ କରି ବାୟୁସେନା ଶକ୍ତି ଦେଖାଇଛି ।  ପାକିସ୍ତାନର ୬ଟି ରାଡାର ସିଷ୍ଟମକୁ ମଧ୍ୟ  ଧ୍ୱଂସ କରାଯାଇଛି ।  ଉପାୟ ନପାଇ ପାକିସ୍ତାନ  ଅସ୍ତ୍ରବିରତି ପାଇଁ ପ୍ରସ୍ତାବ ଦେଇଥିଲା କହିଲେ ଶାହ ।  ମେ ୧୦ ତାରିଖରେ  ପାକିସ୍ତାନ ଡିଜିଏମଓ ଆମ ଡିଜିଏମଓଙ୍କୁ ଫୋନ କଲେ ।  ଅପରାହ୍ନ ୫ଟାରେ ଯୁଦ୍ଧ ବିରତି ଘୋଷଣା ହେଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking