17.1 C
Bhubaneswar
Tuesday, December 9, 2025
Homeଓଡିଶାଓଡ଼ିଶାକୁ ବେଙ୍ଗଲ ହେବାକୁ ଦେବୁନି: ମନ୍ତ୍ରୀ

ଓଡ଼ିଶାକୁ ବେଙ୍ଗଲ ହେବାକୁ ଦେବୁନି: ମନ୍ତ୍ରୀ

ଭୁବନେଶ୍ୱର: ଅନୁପ୍ରବେଶକାରୀଙ୍କୁ ନେଇ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ବୟାନ ରଖିଛନ୍ତି । କହିଛନ୍ତି,  ଅଟକ ଅନୁପ୍ରବେଶକାରୀଙ୍କ ବଂଲାଦେଶ ଓ ପାକ ଲିଙ୍କ ଅଛି ।  ଅନୁପ୍ରବେଶକାରୀଙ୍କୁ ତଡିପାର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି ।  କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପହଞ୍ଚିସାରିଛି ।  ରାଜ୍ୟ  ସରକାର ମଧ୍ୟ ସେ ଦିଗରେ କାମ କରୁଛନ୍ତି । ଓଡିଶାକୁ ବେଙ୍ଗଲ କରିବାକୁ ସେମାନେ ଆସୁଛନ୍ତି ।  ମୋହନ ମାଝୀ ସରକାର ତାହା କରାଇଦେବେନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking