ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭାଟିବା ପରେ ସୂଚନା ଦେଲେ ଉନ୍ନୟନ କମିସନର ଅନୁ ଗର୍ଗ । କହିଲେ ସନ୍ଧ୍ୟା ସୁଦ୍ଧା ଦଳାଚକଟା ରୁପୋର୍ଟ ପ୍ରଦାନ କରିବୁ । ଆମେ ରିପୋର୍ଟ ଦେବୁ, ନିଷ୍ପତ୍ତି ସରକାର ନେବେ । ଗତକାଲି ତଦନ୍ତର ଶେଷ ତାରିଖ ଥିଲା, ଆଜି ସଂଧ୍ୟା ସୁଦ୍ଧା ରିପୋର୍ଟ ଦେବୁ।