ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ସିବିଆଇ ତଦନ୍ତ ପ୍ରସଙ୍ଗରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ପ୍ରତିକ୍ରିୟା ଦେଇ କହିଛନ୍ତ, ଦୀପାଳ ଲିଖିତି ଆକାରରେ ଦେଲେ ସରକାର ବିଚାରକୁ ନେବେ । ଯେକୌଣସି ପରିସ୍ଥତି ଆସୁ, ସରକାର ଦୃଢତାର ସହ କାମ କରିବେ । ସରକାର କୌଣସି ପରିସ୍ଥିତିରେ ପଛକୁ ଘୁଞ୍ôଚବେ ନାହିଁ ଆଗକୁ ବଢିବେ ।