29.1 C
Bhubaneswar
Friday, February 6, 2026
Homeଓଡିଶାବିଜେଡି ସମର୍ଥନ ନକଲେ ବିଜେପି ସହ ଅଛି: ତାରା

ବିଜେଡି ସମର୍ଥନ ନକଲେ ବିଜେପି ସହ ଅଛି: ତାରା

ଭୁବନେଶ୍ୱର: ଅନାସ୍ଥା  ଚର୍ଚ୍ଚା ଉପରେ ବରିଷ୍ଠ ବିଧାୟକ  ତାରା ବାହିନୀପତିଙ୍କ ତେର୍ଚ୍ଛା ବାଣ ।  କହିଲେ  ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି  କହିଲେ । ଆମେ ୧୪ ବିଧାୟକ ଓ ଆମ ସହ ଜଣେ ସିପିଆଇ ବିଧାୟକ ଅଛନ୍ତି । ବିଜେଡି ଯଦି ସମର୍ଥନ ନକରେ ବିଜେପି ସହ ଅଛି ଜଣାପଡିବ । ଅନାସ୍ଥା କାଟ ଖାଇବ ନା ନାହିଁ ଭୋଟିଂ ପରେ ଜଣାପଡିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking