19.1 C
Bhubaneswar
Monday, December 8, 2025
Homeଓଡିଶାପଲେଇ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ?

ପଲେଇ ବାବୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ କି ?

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣାରେ କେନ୍ଦ୍ରାପଡା ଏସପି ପହଞ୍ଚିଛନ୍ତି । ଘଟଣାସ୍ଥଳରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କହିଛନ୍ତି, ଆମେ ଘଟଣାର ତଦନ୍ତ ଆରମ୍ଭ କରିବୁ । ସାଇଣ୍ଟିଫିକ ଟିମ ଆସୁଛନ୍ତି , ତଦନ୍ତ କରିବେ । ବାପା, ମାଙ୍କ ସହ କଥା ହୋଇଛି । ଭାଙ୍ଗି କରି ଭିତରକୁ ପଶିଥିଲେ ବାପା ମା । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ । ପଲେଇ ବାବୁ ଅଭିଯୋଗ ଯଦି ରଖିନଥିବେ ତଦନ୍ତ ହେବ । ତଦନ୍ତ ପରେ ସବୁ ସତ ପଦାକୁ ଆସିବ । ବାପାଙ୍କ ଅଭିଯୋଗର ତଦନ୍ତ କରାଯିବ । ଅନ୍ୟପଟେ ପଲେଇ ବାବୁ କହିଛନ୍ତି କେବେ କଣ ଘଟଣା ଘଟିଥିଲା ମୁଁ ଜାଣିନାହିଁ । ମୁଁ ମିଡିଆରେ ବାଇଟ ଦେବି ନାହିଁ । କେନ୍ଦ୍ରାପଡା ଜିଲ୍ଲା , ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା  କାଠିଆପଡା ଗାଁରେ ଜିଅନ୍ତା ଜଳିଗଲେ  ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ   ା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ । ମୃତ ଯୁବତୀଙ୍କ ବାପାଙ୍କ କହିବା ଅନୁସାରେ ଝିଅର ପ୍ରେମିକ ବ୍ଲାକମେଲିଂ କରୁଥିଲେ ।  ଅଶ୍ଲୀଳ ଫଟୋ ଓ ଭିଡିଓ ଜରିଆରେ ବ୍ଲାକମେଲିଂ କରୁଥିଲେ ।  ଗ୍ରାମାଞ୍ଚଳ ଥାନାରେ ୬ ମାସ ପୂର୍ୱେ ଅଭିଯୋଗ କରିଥିଲୁ ।

 

କେନ୍ଦ୍ରାପଡାରେ ଛାତ୍ରୀ ଜଳିଯିବା ଘଟଣା: ଏସ୍‌ପିଙ୍କ ତଦନ୍ତ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking