ଭୁବନେଶ୍ୱର : ହାତୀ ଓ ବନ୍ୟଜନ୍ତୁ ଆକ୍ରମଣରେ ୭୯୯ ଜଣଙ୍କ ମୃତ୍ୟୁ ହୋଇଛି । ୫ ବର୍ଷରେ ୭୯୯ ଜଣଙ୍କ ମୃତ୍ୟୁ ହୋଇଛି । ୧୯୬୨ ଆହତ ହୋଇଛନ୍ତି । ଢେଙ୍କାନାଳରେ ସର୍ୱାଧିକ ୧୪୭ ଲୋକଙ୍କ ମୃତ୍ୟୁ ହୋଇଛି । ଏନେଇ ପଦ୍ନଲୋଚନ ପଣ୍ଡାଙ୍କ ପ୍ରଶ୍ନରେ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି ।