19.1 C
Bhubaneswar
Saturday, February 7, 2026
Homeଓଡିଶାସ୍ବାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ!

ସ୍ବାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ!

ଖଣ୍ଡପଡ଼ା: ପୁଆଣିଆ ଗାଁରେ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛିମୃତଦେହ ଉଦ୍ଧାର ପରେ ପତ୍ନୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଲେ ଶାଶୁ ଘର ଲୋକେ। ବେଲ୍ଟରେ ସ୍ବାମୀର ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ କଲେ।ପରକୀୟା ପ୍ରୀତି ଧରିଦେବାରୁ ସ୍ବାମୀକୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିବା ସହ ସ୍ତ୍ରୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking