22.1 C
Bhubaneswar
Sunday, February 15, 2026
Homeଓଡିଶାସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସ୍ତ୍ରୀ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ସମ୍ବଲପୁର :  ଏଡିଜେ କୋର୍ଟଙ୍କ ଐତିହାସିକ ରାୟ । ସ୍ତ୍ରୀ ହତ୍ୟାକାରୀଙ୍କୁ  ଆଜୀବନ ଜେଲ ଦଣ୍ଡାଦେଶ ।  ଦୋଷୀ ପ୍ରେମଚାନ୍ଦ ତୀର୍କିକୁ ନେଇ ୪୦ ହଜାର ଜରିନାମା  ଦେବାକୁ ପଡିବ । ଅତିରିକ୍ତ ଜିଲ୍ଲା ଦୌରାଜଜ ରାଜକିଶୋର ଲେଙ୍କା ଶୁଣାଇଲେ ରାୟ ।  ୨୦୨୦ରେ ସ୍ତ୍ରୀକୁ ହତ୍ୟା ମାମଲାରେ ଆସିଲା ରାୟ । କୁଚିଣ୍ଡା ଥାନା ବାବେଜୋରି  ଗାଁରେ ହତ୍ୟାକାଣ୍ଡ ହୋଇଥିଲା । କୁରାଢିରେ ହାଣି  ପତ୍ନୀଙ୍କୁ ହତ୍ୟା କରିଥିଲା ସ୍ୱାମୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking