20.1 C
Bhubaneswar
Wednesday, December 25, 2024
Homeଓଡିଶାକାହିଁକି ହୁଏ ପିଠି ଯନ୍ତ୍ରଣା ?

କାହିଁକି ହୁଏ ପିଠି ଯନ୍ତ୍ରଣା ?

ଭୁବନେଶ୍ୱର: ପିଠି ଯନ୍ତ୍ରଣା ବା ମାଂସପେଶୀ ଟାଣିହେବା ଏକ ସାଧାରଣ କଥା । ଯେଉଁମାନେ ଠିକ୍ ଭାବେ ବସନ୍ତି ନାହିଁ, ସେମାନଙ୍କ ଭିତରେ ପିଠି ଯନ୍ତ୍ରଣା ଭଳି ଗୁରୁତର ସମସ୍ୟା ଦେଖା ଦେଇଥାଏ । ଏହାବ୍ୟତୀତ ଶାରୀରିକ ପରିଶ୍ରମ ନକରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ । ତେବେ କାହିଁକି ହୋଇଥାଏ ପିଠି ଯନ୍ତ୍ରଣା ।  ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଉପଚାର । ସାଧାରଣତଃ ୨୦ରୁ ୪୦ ବର୍ଷ ବୟସର ଲୋକଙ୍କୁ ପିଠିଜନିତ ଯନ୍ତ୍ରଣା ହୋଇଥାଏ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ମୁଖ୍ୟ କାରଣ ହେଉଛି ବସିବାର ଶୈଳୀ ତଳେ ବସିବା ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ମାଂସପେଶୀ ଶକ୍ତି କମିବା ଦ୍ୱାରା ମଧ୍ୟ ପିଠି ଜନିତ ସମସ୍ୟା ହୋଇଥାଏ ।  ମୋଟାପଣ ଓ ଅତ୍ୟଧିକ ଓଜନ ପିଠି ଓ ମେରୁଦଣ୍ଡ ଯନ୍ତ୍ରଣାର ଅନ୍ୟତମ କାରଣ ଅଧିକ ଓଜନଭାର ଉଠାଇଲେ ହୋଇଥାଏ। ପିଠିଜନିତ ସମସ୍ୟା ଖାଦ୍ୟପେୟରେ ଅନିୟମିତତା ଓ ବ୍ୟାୟାମର ଅଭାବ ମଧ୍ୟ ପିଠି ଯନ୍ତ୍ରଣାର କାରଣ କ୍ୟାଲସିୟମ ଅଭାବରୁ ମଧ୍ୟ ଦେଖାଦେଇଥାଏ ପିଠି ଯନ୍ତ୍ରଣା ନିରାମିଷଙ୍କ କ୍ଷେତ୍ରରେ କ୍ୟାଲସିୟମ ଅଭାବ ଅଧିକ ଦେଖା ଦେଇଥାଏ । କ୍ୟାଲସିୟମ ବଢ଼ାଇବା ପାଇଁ ଛେନା ଖାଇବା ଦରକାରପିଠି ଯନ୍ତ୍ରଣାରୁ ମୁକ୍ତି ପାଇଁ ଡାଏଟ୍ ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର । ଉଠିବା ଓ ବସିବା ସମୟରେ ଶରୀରର ମୁଭମେଣ୍ଟକୁ ଧ୍ୟାନ ଦେବା ଦରକାର ନିୟମିତ ବ୍ୟାୟାମ ଓ ମର୍ଣ୍ଣିଂ ୱାକ୍ ଦ୍ୱାରା କମ୍ ହୋଇଥାଏ । ପିଠି ଯନ୍ତ୍ରଣା କଅଁଳ ଖରାରେ ଚାଲିବା ଦ୍ୱାରା ଭିଟାମିନ୍-ଡି ବଢ଼ିଥାଏ ଓ ହାଡ଼ ମଜଭୁତ୍ ହୋଇଥାଏ ଜିମରେ ଷ୍ଟ୍ରେଚିଂ ଓ ୱାର୍ମଅପ୍ ବେଳେ ଧ୍ୟାନ ଦେବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking