18.1 C
Bhubaneswar
Tuesday, December 9, 2025
Homeଓଡିଶାକଣ ପାଇଁ ଆମେ ତୃତୀୟ ସ୍ଥାନକୁ ଆସିଲୁ: ସମ୍ବିତ ରାଉତରାୟ

କଣ ପାଇଁ ଆମେ ତୃତୀୟ ସ୍ଥାନକୁ ଆସିଲୁ: ସମ୍ବିତ ରାଉତରାୟ

ଭୁବନେଶ୍ୱର: ଉପନିର୍ବାଚନ  ପରିଚାଳନାକୁ  ବିଜେଡି ନେତା ସମ୍ବିତ ରାଉତରାୟଙ୍କ ନାପସନ୍ଦ । ନିର୍ବାଚନ ମଣ୍ଡଳୀ ବାହାର ପ୍ରାର୍ଥୀ ଚୟନକୁ ନେଇ ପ୍ରଶ୍ନ କଲେ ।  ସ୍ଥାନୀୟ ଲୋକ ତାଙ୍କ ଅଞ୍ଚଳ ଲୋକଙ୍କୁ ପ୍ରାର୍ଥୀ ଭାବେ ଦେଖିବାକୁ ଚାହାନ୍ତି । ତାଙ୍କ ଦୁଃଖ କଥା କହିବାକୁ ୨୦୦ କିଲୋମିଟର ଯିବେ କି ପଚାରିଲେ । ଯେଉଁମାନେ ପ୍ରଚାରରେ ଯାଇଥିଲେ ସେମାନଙ୍କୁ ପଠେଇଥିଲା କିଏ । ସଚୋଟ କର୍ମୀ ଭାବେ  କହିବି ସୁପ୍ରିମୋ ଏହାର ସମୀକ୍ଷା କରିବି ଉଚିତ । କଣ ପାଇଁ ଆମେ ତୃତୀୟ ସ୍ଥାନକୁ ଆସିଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking