26.1 C
Bhubaneswar
Friday, October 25, 2024
Homeଓଡିଶାଭୁବନେଶ୍ୱରକାହିଁକି ଦୁର୍ବଳ ହେଲା ବାତ୍ୟା 'ଦାନା'

କାହିଁକି ଦୁର୍ବଳ ହେଲା ବାତ୍ୟା ‘ଦାନା’

 ଭୁବନେଶ୍ୱର : ବାତ୍ୟା ଦାନା ଉପକୂଳ ମୁହାଁ ହେଉଥିବା ବେଳେ ୨ଟି ଆଣ୍ଟି ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଥିଲା । ଉଭୟ ପୂର୍ବ ଓ ପଶ୍ଚିମ ଦିଗରୁ ଦୁଇଟି ଆଣ୍ଟି ସାଇକ୍ଲୋନିକ ସୃଷ୍ଟି ହୋଇଥିଲା ଏଥପାଇଁ ବାତ୍ୟାର ଗତି ସାମାନ୍ୟ ମନ୍ଥର ହୋଇଯାଇଥିଲା । ଆରବସାଗରରେ ସକ୍ରିୟ ଗୁରୁଚାପ ବଳୟ  ହୋଇଥିବାରୁ ଦୁଇଟି ଗୁରୁଚାପ ବଳୟ ଭିତରେ ରହିଥିଲା ଭୀଷଣ ବାତ୍ୟା ଦାନା ବାତ୍ୟାର ପୂର୍ବ ଭାଗରେ ଏକ ଗୁରୁଚାପ ବଳୟ ସକ୍ରିୟ ରହିଥିଲା । ବାମ ପାର୍ଶ୍ୱରେ ମଧ୍ୟ ଉତ୍ତର ଉତ୍ତର ପଶ୍ଚିମ  ଦିଗରୁ ପ୍ରବାହିତ ହୋଇଥିବା  ଶୁଷ୍କ ବାୟୁ ପ୍ରଭାବ  ପଡିଥିଲା । ଗୁରୁଚାପ ବଳୟ ପାଇଁ ପବନର ପ୍ରଭାବ ସଙ୍କୁଚିତ ହୋଇଥିଲା । ହେନ୍ତାଳ ବନ ପାଇଁ ବାତ୍ୟାର ତୀବ୍ରତା ବି କମ ରହିଛି ।ଶୁଷ୍କ ବାୟୁ ପ୍ରବାହ ବାତ୍ୟାକୁ କରାଇଲା ଦୁର୍ବଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking