21.1 C
Bhubaneswar
Friday, December 19, 2025
Homeଓଡିଶାଚିହିଁକି ଉଠିଲେ ରାଜେନ୍ଦ୍ର

ଚିହିଁକି ଉଠିଲେ ରାଜେନ୍ଦ୍ର

ଭୁବନେଶ୍ୱର: ବିଜେଡି ନେତାଙ୍କ ମେଳିକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ଚିହିଁକି ଉଠିଲେ ରାଜେନ୍ଦ୍ର ସାହୁ । ଖରାପ ଭାଷାରେ କହିଲେ ଆମେ ହାରିକି ଅଛୁ , କେହି ବଙ୍କା କରିପାରିବେନି । ବନ୍ଧୁ ମିଳନ ପାଇଁ ଏକାଠି ହୋଇଛୁ । ଏହା କୌଣସି ନକରାତ୍ମକ କଥା ନୁହେଁ । ପୂର୍ବରୁ ବି ୮ରୁ ୧୦ ଥର ଭୋଜି କରିଛୁ, ଏଥର ବି ନୂଆବର୍ଷ ପୂର୍ବରୁ ବି ଭୋଜି କଲୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking