35.5 C
Bhubaneswar
Friday, April 18, 2025
Homeଓଡିଶା ପାଣ୍ଡିଆନଙ୍କ କଥା କାହିଁକି ପଚାରୁଛ: ଅଂଶୁମାନ

 ପାଣ୍ଡିଆନଙ୍କ କଥା କାହିଁକି ପଚାରୁଛ: ଅଂଶୁମାନ

ଭୁବନେଶ୍ୱର: ୱକଫ ଘଟଣାବଳୀକୁ ନେଇ ପ୍ରତିକ୍ରିୟା ରଖିଲେ ଅଂଶୁମାନ ମହାନ୍ତି । ଆମେ ଏନେଇ ଦଳର ସୁପ୍ରିମୋଙ୍କ  ଦୃଷ୍ଟି ଆକର୍ଷଣ କରି ସାରିଛୁ । ଉପଦେଷ୍ଟା ଦେବୀ ମିଶ୍ରଙ୍କ ଜରିଆରେ  ସୁପ୍ରିମୋଙ୍କୁ ଅବଗତ କରିଛୁ । ଯଦି ଡାକନ୍ତି ଆମେ ଆମର ଦାବି  ସୁପ୍ରିମୋଙ୍କୁ ଜଣାଇବୁ । ଏହି ଘଟଣା ପଛରେ କିଏ , କାଯ୍ୟାନୁଷ୍ଠାନ ଦାବି କରିଛୁ । ଯଦି ଆମ ନେତା ଆମକୁ ଡାକିବେ ନିଶ୍ଚୟ  ଯିବୁ । ୪ ସାଂସଦଙ୍କ ସୋସିଆଲ ମିଡିଆ ପୋଷ୍ଟ ଦୁର୍ଭାଗ୍ୟଜନକ ଅଟେ । ପାଣ୍ଡିଆନଙ୍କ କଥା ପଚାରିବାରୁ କହିଲେ ସେ ସନ୍ନ୍ୟାସ ନେଇ ସାରିଛନ୍ତି । ତାଙ୍କ କଥା କାହିଁକି ବାରମ୍ବାର ପଚାରୁଛ ବୋଲି କହିଲେ । ସମର୍ଥନ କରିବେ କି ପ୍ରଶ୍ନରେ କହିଲେ ପ୍ରଶ୍ନ ଉଠୁ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking