22.1 C
Bhubaneswar
Monday, December 15, 2025
Homeଓଡିଶାଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ହେଉ: ହିମାଂଶୁ

ଯିଏ ଦୋଷୀ କାର୍ଯ୍ୟାନୁଷ୍ଠାନ ହେଉ: ହିମାଂଶୁ

ଧର୍ମଶାଳା: ଧର୍ମଶାଳା ରାଜନୌତିକ ହିଂସାକୁ ନେଇ ମୁହଁ ଖୋଲିଲେ ବିଧାୟକ ହିମାଂଶୁ ସାହୁ । ବିଧାୟକ ହିମାଂଶୁ କହିଛନ୍ତି ଯେ ବିଜେଡି ମେତା କ୍ଷମତାରୁ ହଟିବା ପରେ ହିଂସ୍ର ସାଜିଛନ୍ତି । ମିଥ୍ୟା ଆରୋପ ଲଗାଇ ସୋସିଆଲ୍ ମିଡିଆରେ ବିଭ୍ରାନ୍ତକର ମନ୍ତବ୍ୟ ଦେଉଛନ୍ତି । ଘଟଣା ଯାହାବି ହେଉ, ଯିଏ ଦୋଷୀ ହୁଅନ୍ତୁ, ପୋଲିସ୍ ଗିରଫ କରୁ । କାଲି ଯେଉଁ ଘଟଣା ଘଟିଛି, ସେଥିପାଇଁ ମୁଁ ମର୍ମାହତ ଓ ଦୁଃଖିତ ।

 ଧର୍ମଶାଳା ଗଣ୍ଡଗୋଳ: ଧାରଣା ରାଜନୀତି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking