29.1 C
Bhubaneswar
Tuesday, July 2, 2024
Homeଖେଳଯଦି ଫାଇନାଲ ଫାଇଟ୍‌ରେ ବର୍ଷା ହୁଏ ତେବେ କିଏ ଜିତିବ ?

ଯଦି ଫାଇନାଲ ଫାଇଟ୍‌ରେ ବର୍ଷା ହୁଏ ତେବେ କିଏ ଜିତିବ ?

ବ୍ରିଜଟାଉନ : ଶନିବାର ପୁରୁଷ ଟି୨୦ ବିଶ୍ୱକପ କ୍ରିକେଟର ଫାଇନାଲ ମ୍ୟାଚ। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହାମୁକାବିଲା। ଭାରତ-ଇଂଲଣ୍ଡ ମଧ୍ୟରେ ଖେଳା ଯାଇଥିବା ଦ୍ୱିତୀୟ ସେମିଫାଇନାଲରେ ବର୍ଷା ବାଧକ ସାଜିଥିଲା । ବହୁ କଷ୍ଟରେ ମ୍ୟାଚ ସମ୍ପୂର୍ଣ୍ଣ ହୋଇଥିଲା । ତେବେ ଯଦି ଫାଇନାଲ ହୁଏ ତବେ ଏହି ମ୍ୟାଚ କୁ ରବିବାର ଦିନ ଖେଳାଯିବ। ମ୍ୟାଚରେ ବର୍ଷାର ସମ୍ଭାବନା ୭୫ ପ୍ରତିଶତରୁ ଅଧିକ ରହିଛି । ତେବେ ରିଜର୍ଭ ଡେ ଅର୍ଥାତ ରବିବାର ବର୍ଷା ସମ୍ଭାବନା ଥିବାରୁ କ୍ରିକେଟପ୍ରେମୀମାନେ ଚିନ୍ତାରେ ପଡି ଯାଇଛନ୍ତି । ତେବେ ଯହିଁ ଏହି ୨ ଦିନ ଯାକ ମ୍ୟାଚ ଖେଳାଯାଇ ନ ପାରିବ ତେବେ ଉଭୟ ଦଳକୁ ଯୁଗ୍ମ ବିଜେତା ଘୋଷଣା କରାଯିବ । ଫାଇନାଲ ମ୍ୟାଚକୁ ଆୟୋଜନ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରାଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking