ଭୁବନେଶ୍ୱର: ପୋଲିସ ଏସଆଇ ପରୀକ୍ଷା ଜାଲିଆତି ଘଟଣାରେ ସିବିଆଇ ତଦନ୍ତ ଦାବି କଲା ବିଜେଡି । ପ୍ରେସମିଟ କରି ସିବିଆଇ ତଦନ୍ତ ଦାବି କଲେ ପ୍ରଶାନ୍ତ ମୁଦୁଲି, ଲେନିନ ମହାନ୍ତି । କହିଲେ, ଓପିଆରବି ପ୍ରଥମେ ଆଇଟିଆଇକୁ ପରୀକ୍ଷା କରିବା ପାଇଁ ଟେଣ୍ଡର ଦେଇଥିଲା । ପରେ ସିଲିକନ ଟେକ ଲ୍ୟାବ ସଂସ୍ଥାକୁ ପରୀକ୍ଷା ଦାୟିତ୍ୱ ଦିଆଗଲା । ପୁଣି ପଞ୍ଚସଫ୍ଟ ଟେକ୍ନୋଲୋଜିକୁ ସିଲକନ ଗଞ୍ଜାମରେ ଦେଇଥିଲା । କାହା ସ୍ୱାର୍ଥରେ ସିଲିକନ ଟେକକୁ ଦିଆଗଲା ଦାୟିତ୍ୱ । ୧୧୭ ପିଲାଙ୍କ ଭାଗ୍ୟ କଣ, ଲାଌଶଗ୍ଧ;୍ଚ ମାଷ୍ଟରମାଇଣ୍ଡ କିଏ? ୧୫ ମାସରେ ୧୬ ପରୀକ୍ଷା ବାତିଲ ହେଲାଣି, ଏଥିପାଇଁ ଦାୟୀ କିଏ?










