ଭୁବନେଶ୍ୱର: ରାଜ୍ୟର ସବୁ ବନ୍ଦରରେ ରହିବ କୋଷ୍ଟଗାର୍ଡ । କୋଷ୍ଟ ଗାର୍ଡ ଆଇଜି ଇକବାଲ ସିଂ ଚୌହାନ ସୂଚନା ଦେଇଛନ୍ତି । ଗୋପାଳପୁର ବନ୍ଦରରେ ମୁତୟନ ହେବ କୋଷ୍ଟଗାର୍ଡ । ପାରାଦୀପ ବନ୍ଦରରେ ବଢିବ କୋଷ୍ଟଗାର୍ଡ ସିପ ସଂଖ୍ୟା। ଗପାଳପୁର ଓ ଧାମରା ବନ୍ଦରରରେ ଖଲିବ ଜେଟି, କୋଷ୍ଟଗାର୍ଡ ଶାଖା। ଧାମରା ବନ୍ଦରରେ ରହିବ କୋଷ୍ଟ ଗାର୍ଡର ଡ୍ରୋନ ୟୁନିଟ । କୋଷ୍ଟ ଗାର୍ଡ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦିଆଗଲା ପ୍ରସ୍ତାବ।










