30.1 C
Bhubaneswar
Tuesday, February 10, 2026
Homeଓଡିଶାବିଜେପି ନିର୍ବାଚନର ଇସ୍ତାହାର ବିଦ୍ୟୁତ୍ ବିଲ୍ ୩୦୦ୟୁନିଟ କେବେ ଚାଡ଼ିବେ

ବିଜେପି ନିର୍ବାଚନର ଇସ୍ତାହାର ବିଦ୍ୟୁତ୍ ବିଲ୍ ୩୦୦ୟୁନିଟ କେବେ ଚାଡ଼ିବେ

ଯାଜପୁର : ବିଜେପି ତାର ନିର୍ବାଚନ ରେ ୩୦୦ୟୁନିଟ ବିଦ୍ୟୁତ୍ ବିଲ ଛlଡ଼କରିବା କରିବା ପାଇଁ ଇସ୍ତାହାର ରଖି ଥିଲେ ନିର୍ବାଚନୀ ସଭା ରେ ନେତ୍ରୁ ବୃନ୍ଦ ଡବଲ ଇଞ୍ଜିନ ସରକାର ଓଡ଼ିଶା ରେ ସରକାର ଘଢିଲେ ବିଦ୍ୟୁତ ବିଲ ୩୦୦ୟୁନିଟ ପଯ୍ୟନ୍ତ ବିଦ୍ୟୁତ୍ ବିଲି ଚlଢ କରାଯିବା ବୋଲି ସଭା ସମିତି ର ପ୍ରଧାନ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀ ବିଜେପି ରାଜ୍ୟ ସଭାପତି ଘୋଷଣା କରି ଥିଲେ l ବିଜେପି ସରକାର ଗଢିଲେ ବିଦ୍ୟୁତ୍ ବିଲ ଚlଢ଼କେବେ ହେବେ? ତାହା ପ୍ରଶ୍ନ କରି ଛନ୍ତି ଏକ ସାମ୍ୱାଦିକ ସମ୍ମିଳନୀରେ ଶ୍ରମିକ ନେତା ଵିଦ୍ୟା ଧର ମହାନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking