ନୂଆଦିଲ୍ଲୀ: ତାସକେଣ୍ଟରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀ ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଲେନି । ୱାକଫ ବିଲ ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନାକଲେ । ଦଳ କହିଲେ ଉତ୍ତର ରଖିବି କହିଛନ୍ତି ସସ୍ମିତ ।