15.1 C
Bhubaneswar
Wednesday, December 17, 2025
Homeଓଡିଶାଚଳିତ ମାସରେ ମିଳିବ ଗହମ: ମନ୍ତ୍ରୀ

ଚଳିତ ମାସରେ ମିଳିବ ଗହମ: ମନ୍ତ୍ରୀ

ଭୁୁବନେଶ୍ୱର: ଚଳିତ ମାସରେ  ହିତାଧିକାରୀଙ୍କୁ ମିଳିବ ଗହମ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଯେତିକି ଗହମ  ଆସିଥିଲା ଦେବାକୁ ନିର୍ଦ୍ଦେଶ ରହିଛି ।  ଦ୍ୱିତୀୟ ପଯ୍ୟାୟ ସ୍ଥଗିତ ରଖାଯାଇଛି । ପୁଣି କେନ୍ଦ୍ରରୁ ଆସିଲେ ହିତାଧିକାରୀଙ୍କୁ ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking