28.1 C
Bhubaneswar
Monday, February 9, 2026
Homeଓଡିଶାକଞ୍ଚା ଟମାଟୋ ଖାଇବା ଦ୍ୱାରା କଣ ହୁଏ ?

କଞ୍ଚା ଟମାଟୋ ଖାଇବା ଦ୍ୱାରା କଣ ହୁଏ ?

ଭୁବନେଶ୍ୱର: କଞ୍ଚା ଟମାଟୋ ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯାହା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ପ୍ରକାଶ ପାଇଛି। ଖାସ କରି ଶୀତ ଦିନରେ କଞ୍ଚା ଟମାଟୋ ଖାଇବା ଉଚିତ। ଟମାଟୋ ଖାଇବା ଦ୍ଵାରା ଶରୀର ହାଇଡ୍ରେଟ ରହିଥାଏ। ଏହା ଦ୍ବାରା ଶରୀରକୁ ମଲ୍ଟିନ୍ୟୁଟ୍ରେଣ୍ଟନ୍ସ ମିଳିଥାଏ। ମଧୁମେହ ରୋଗୀ ମାନେ ପ୍ରତିଦିନ ଗୋଟିଏ କଞ୍ଚା ଟମାଟୋ ଖାଇଲେ ଲାଇକୋପିନ ଇନସୁଲିନ ସେଲକୁ ପ୍ରତ୍ସାହିତ କରିଥାଏ। ଏହା ସହ ଶରୀରରେ ଫୁଲାକୁ ମଧ୍ୟ କମ କରିବା ସହିତ ରୋଗପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ। ଯାହାକି ମେଟାବୋଲିଜିମ(ହଜମ ଶକ୍ତି)କୁ ବୃଦ୍ଧି କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ରକ୍ଷା କରିଥାଏ।ସେଥିପାଇଁ ପ୍ରତିଦିନ ଗୋଟିଏ ଟମାଟୋ ଖାଇଲେ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ହୋଇଥାଏ। ଯଦି ଆପଣ ମାନେ ପ୍ରତିଦିନ ଗୋଟିଏ ଟମାଟୋ ଖାଇବା ପାଇଁ ଯାଉଛନ୍ତି ତାହେଲେ ଡାକ୍ତରଙ୍କ ସହିତ ପରାମର୍ଶ ନେଇ ସେବନ କରିଲେ ଭଲ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking