29.1 C
Bhubaneswar
Tuesday, October 22, 2024
Homeଓଡିଶାବାତ୍ୟାକୁ ନେଇ କଣ କହିଲେ ଆଇଏମଡି ଡିଜି

ବାତ୍ୟାକୁ ନେଇ କଣ କହିଲେ ଆଇଏମଡି ଡିଜି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ  ଘନୀଭୁତ  ହୋଇ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଉତ୍ତର ପଶ୍ଚିମ  ଦିଗରେ ଗତି କରୁଛି ଅବପାତ । ୨୩ ତାରିଖ ସକାଳେ ବାତ୍ୟାରେ ପରିଣତ ହେବ । ୨୪ ତାରିଖ ସକାଳେ ଉତ୍ତର ବଙ୍ଗୋପ ସାଗରରେ ଭାଷଣ ବାତ୍ୟା ହେବ  ା ପୁରୀ- ସାଗର ଦ୍ୱୀପ  ମଧ୍ୟରେ ସ୍ଥଳଭାଗ ଅତିକ୍ରମ  କରିପାରେ  । ୨୪ ତାରିଖ ରାତି ଓ ୨୫ ତାରିଖ ସକାଳେ ଅତିକ୍ରମ କରିବ ବାତ୍ୟା ଦାନା । ଲ୍ୟାଣ୍ଡଫଲ ସମୟରେ  ପବନର ବେଗ  ୧୦୦ରୁ ୧୨୦ କିମି ରହିପାରେ । ୨୩ ସନ୍ଧାରୁ  ୩୦ ରୁ ୪୦ କିମି ବେଗରେ ପବନ ବହିବାର ପୂର୍ୱାନୁମାନ କରାଯାଇଛି ।  ଧିରେ ଧିରେ ବଢିବ ପବନର ବେଗ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking