15.1 C
Bhubaneswar
Saturday, December 6, 2025
Homeଓଡିଶାପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନାହିଁ: ମନ୍ତ୍ରୀ

ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗକୁ ଓଡିଶା ଆଉ ଆଳୁ ମାଗିବନି। ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନାହିଁ। ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଡା ଆଭିମୁଖ୍ୟ । ଉତ୍ତରପ୍ରଦେଶରୁ ଆଜି ଯଥେଷ୍ଟ ଆଳୁ ଆସିଛି । ୟୁପି ରେ ଆଳୁ ୨୨ ଟଙ୍କାରେ ମିଳୁଛି, ଭଡା ୪ ଟଙ୍କା। ମମତାଙ୍କ ସହ ଆଲୋଚନା ପାଇଁ ସଚିବଙ୍କୁ କହିଛି । ଆଳୁ ପାଇଁ ନବୀନ ବାବୁ ମନା କରିଥିବେ । ବର୍ଷେ ଭିତରେ ଆମ ରାଜ୍ୟରେ ପର୍ଯ୍ୟାପ୍ତ ଆଳୁ ମିଳିବ । ବାଲେଶ୍ୱର ଦେଇ ପଶ୍ଚିମବଙ୍ଗକୁ ମାଛ ଯାଉଛି । ଆମେ ଚାହିଁଲେ ୨ ମିନିଟ ରେ ମାଛ ଯିବା ବନ୍ଦ ହେବ । ସବୁ ରାଜ୍ୟ ମିଶି ଚଳିବା ଦରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking