30.1 C
Bhubaneswar
Tuesday, February 3, 2026
Homeଓଡିଶାଆଳୁ ଦେବାକୁ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି: ଉପମୁଖ୍ୟମନ୍ତ୍ରୀ

ଆଳୁ ଦେବାକୁ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ସରକାରଙ୍କ ଆଳୁ ମିଶନ ଫେଲ୍ ମାରିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଗୃହରେ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଉପ ମୁଖମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାକୁ ଆଳୁ ଦେବାରେ ପଶ୍ଚିମବଙ୍ଗ ବ୍ଲାକମେଲ୍ କରୁଛି । ଓଡ଼ିଶାରେ ବ୍ୟାପକ ଆଳୁ ଉତ୍ପାଦନ କରି ପଶ୍ଚିମବଙ୍ଗ ଉପରେ ନିର୍ଭରଶୀଳ ନ ହେବାକୁ ସରକାର ବଧପରିକର ବୋଲି ଉପ ମୁଖ୍ୟମନ୍ତ୍ରୀ ଗୃହକୁ ଅବଗତ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking