30.1 C
Bhubaneswar
Saturday, March 14, 2026
Homeଦେଶ ବିଦେଶପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ୧୦ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ମାମଲା: ୧୦ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଓଡିଆ ଡାକ୍ତରୀଙ୍କ ଗଣଦୁଷ୍କର୍ମ ମାମଲା। ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପଶ୍ଚିମବଙ୍ଗ ପୋଲିସ। ୩ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ପୋଲିସ ୧୦ ଦିନିଆ ରିମାଣ୍ଡରେ ନେଲା। ଅଟକ ରଖିଥିବା ଅନ୍ୟ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ରିମାଣ୍ଡରେ ନିଯାଇଥିବା ୩ ଅଭିଯୁକ୍ତ ହେଲେ ଆପୁ ବାଉରୀ (୨୧), ଫିରଦୋସ ଶେଖ (୨୩), ଏବଂ ଶେଖ ରିଆଜୁଦ୍ଦିନ (୩୧)। ଏହା ସହ ପଶ୍ଚିମବଙ୍ଗ ପୋଲିସ ସୋସିଆଲ ମିଡିଆରେ କହିଛି ଯେ ଏହି ଘଟଣା ଆମକୁ ଓଡ଼ିଶା ପାଇଁ ଯେତିକି ଦୁଃଖିତ କରେ, ଆମକୁ ମଧ୍ୟ ସେତିକି ଦୁଃଖିତ କରେ। ଦୋଷୀମାନଙ୍କୁ କୌଣସି ପରିସ୍ଥିତିରେ ଛଡାଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking