30.1 C
Bhubaneswar
Saturday, September 21, 2024
Homeଓଡିଶାଆମକୁ ଫସାଯାଇଛି : ଛାତ୍ର

ଆମକୁ ଫସାଯାଇଛି : ଛାତ୍ର

ଭୁବନେଶ୍ୱର : କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ଛାତ୍ରଙ୍କ ବୟାନ । କହିଲେ ଆମ ଭିତରେ କେବଳ ଠେଲାପେଲା ହୋଇଥିଲା । ସେମାନେ ପ୍ରଥମେ ଆମକୁ ଆକ୍ରମଣ କରିଥିଲେ । ମେଜର ଜମଙ୍କ ପ୍ରଥମେ ଆମକୁ ଆକ୍ରମଣ କରିଥିଲେ । ଆମେ ଯୁବତୀଙ୍କୁ ଛୁଇଁନାହୁଁ । ଆମକୁ ଏଥିରେ ଫସାଯାଉଛି ବୋଲି କହିଲେ ଛାତ୍ର । ଓଭର ଟେକକୁ ନେଇ ଗଣ୍ଡଗୋଳ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking