23.1 C
Bhubaneswar
Sunday, February 8, 2026
Homeଓଡିଶାକଟକରେ ମୋକିମଙ୍କ ପାଇଁ ଜିତିଲୁ: ନିରଞ୍ଜନ

କଟକରେ ମୋକିମଙ୍କ ପାଇଁ ଜିତିଲୁ: ନିରଞ୍ଜନ

ଭୁବନେଶ୍ୱର: ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ କହିଲେ ନିରଞ୍ଜନ ପଟ୍ଟନାୟକ ।୧୯୮୦ ପରଠୁ କଟକରେ କଂଗ୍ରେସ ଜିତିପାରୁ ନଥିଲା । ମୋକିମ ଜିତାଇଛନ୍ତି । ଲଗାତାର ୨ ଥର କଟକରେ କଂଗ୍ରେସ ଜିତିଲାଣି । ଏବେ ତାଙ୍କ ଝିଅ ବିଧାୟିକା । ନୂଆପଡା ନିର୍ବାଚନ ବେଳେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଆବଶ୍ୟକତା ନାହିଁ ମନ୍ତବ୍ୟ ତାଙ୍କୁ ବାଧିଲା । ସେଥିପାଇଁ ଆମେ ସମସ୍ତେ ଦାୟୀ, ତାଙ୍କୁ ଉପଶମ କରିବାର ଥିଲା । ନୂଆପଡାକୁ ନେଇ ଯେପରି କୁହାଗଲା ସେପରି କୁହାଯିବାର ନଥିଲା । ସେ ଯେଉଁ ଚିଠି ଲେଖିଲେ ସେଥିରେ କିଛି ସତ୍ୟ ଥାଇପାରେ କହିଛନ୍ତି ନିରଞ୍ଜନ । ମାତ୍ର ସେ ଯେପରି ଗଣମାଧ୍ୟମକୁ ଯାଇ କହିଲେ ତାହା ଠିକ ନୁହେଁ । ମୋକିମ ବାବୁଙ୍କ ପରି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା କହିଛି । କଂଗ୍ରେସ ପ୍ରତି ତାଙ୍କର ଦୁର୍ବଳତା ରହିଛି । ତାଙ୍କୁ ବୁଝାଇ ଅଣାଯିବା ଦରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking