ଭୁବନେଶ୍ୱର: ଯାତ୍ରାରେ ଅଶ୍ଳୀଳ ନୃତ୍ୟ ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ରେ ଆଇନ ମନ୍ତ୍ରୀ କହିଛନ୍ତି ଯେ , ଯାତ୍ରା ଗାଇଡ଼ଲାଇନ ନେଇ ସରକାର ଆହୁରି କଠୋର ହେବେ । ସଂସ୍କୃତି ଉପରେ ଆଘାତ ଆସିଲେ ଅତି କଠୋର ପଦକ୍ଷେପ ନେବୁ । ଅତୀତରେ କଠୋର ପଦକ୍ଷେପ ନିଆଯାଇଛି । ଆଗକୁ ମଧ୍ୟ କଠୋର ପଦକ୍ଷେପ ନିଆଯିବ । ଯିଏ ବି ହୁଅନ୍ତୁ ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯି