18.1 C
Bhubaneswar
Monday, December 22, 2025
Homeଓଡିଶା୩୦ ସୁଦ୍ଧା ସବୁ ଧାନ ଉଠାଇବୁ: ମନ୍ତ୍ରୀ

୩୦ ସୁଦ୍ଧା ସବୁ ଧାନ ଉଠାଇବୁ: ମନ୍ତ୍ରୀ

ଭୁବନେଶ୍ୱର: ଖରିଫ ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପ୍ରତିକ୍ରିୟା । ଖରିଫରେ ୧୮ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରିବୁ । ରବିରେ ୭୪ ଲକ୍ଷ ମେଟ୍ରିକ ଟନ ସଂଗ୍ରହ କରିଥିଲୁ । ଆମ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ଟୋକନ୍ ଲାପ୍ସ ନ ହେଉ । ଆମ ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ଟୋକନ ଲାପ୍ସ ନ ହେଉ । ବର୍ଷା ହେଲେ ଧାନ ଉଠାଇ ପାରିବୁ ନାହିଁ । ଜୁନ ୩୦ ସୁଦ୍ଧା ସବୁ ଧାନ ଉଠାଇ ଦେବୁ । ଧାନ କିଣା ଏବେ ଜେରସେରରେ ଚାଲିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking