27.1 C
Bhubaneswar
Monday, December 8, 2025
Homeଓଡିଶାଆମେ କୌଣସି ରିପୋର୍ଟ ଚାପିବୁ ନାହିଁ: ମନ୍ତ୍ରୀ

ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ: ମନ୍ତ୍ରୀ

ଭୁବନେଶ୍ୱର: ରଥଯାତ୍ରା ଦଳାଚକଟା ରିପୋର୍ଟ ନେଇ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୟାନ ରଖିଛନ୍ତି। କହିଛନ୍ତି,  ପୂର୍ୱ ସରକାରରେ ୨୩ଟି  ରିପୋର୍ଟ ଚାପିଥିଲେ । ଆମେ କୌଣସି ରିପୋର୍ଟ ଚାପିବୁ ନାହିଁ ।  ଖୁବଶୀଘ୍ର ରିପୋର୍ଟ ପ୍ରକାଶ କରାଯିବ ।   ଉନ୍ନୟନ କମିଶନର ଅନୁଗର୍ଗ  ଏନେଇ ରିପୋର୍ଟ ଦାଖଲ କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ସେହି ଅନୁସାର କାଯ୍ୟ ଆରମ୍ଭ ହୋଇଛି । ସୂଚନା ମୁତାବକ, ରଥଯାତ୍ରା ସମୟରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଯାଇଥିଲା ।   ଯାହାକୁ ନେଇ ରାଜନୀତି  ଚାଲିଥିଲା। ବିରୋଧୀ ବିଭିନ୍ନ ମନ୍ତବ୍ୟ ଦେବା ସହ ସରକାରଙ୍କ ଅପାରଗତାକୁ ଦାୟୀ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking