ଭୁବନେଶ୍ୱର: ରାଜଧାନୀରେ ପାର୍କିଂ ସମସ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ବିଏମସି ମେୟର ସୁଲୋଚନା ଦାସ । ମେୟର କହିଛନ୍ତି ବିନା ବ୍ୟବସ୍ଥାରେ ପାର୍କିଂ କଟକଣା ଛିକ୍ ନୁହେଁ । ଆମେ ଅଧିକ ପାର୍କିଂ ବଢାଇବୁ, ପ୍ରାଭଭେଟ୍ ପ୍ଲଟ୍ ନେବୁ । ଦୋକାନୀ ଓ ସପିଂ ମଲ୍କୁ ପାର୍କିଂ ପ୍ଲେସ୍ କରିବାକୁ ସମୟ ଦେବୁ । ଲୋକ ଯେମିତି ହଇରାଣ ନ ହୁଅନ୍ତୁ, ସେମିତି ହିଁ ପଦକ୍ଷେପ ନିଆଯିବ । ଏନେଇ ଆମେ କମିଶନରେଟ୍ ପୋଲିସ ସହ ଆଲୋଚନା କରିଛୁ ।










